headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଶିକ୍ଷା ଓ ସ୍ୱାସ୍ଥ୍ୟ

ଦଶମ, ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ

by Headline Odisha
in ଶିକ୍ଷା ଓ ସ୍ୱାସ୍ଥ୍ୟ
0
ଦଶମ, ଦ୍ଵାଦଶ  ଶ୍ରେଣୀ ପରୀକ୍ଷା ହେବ
Share
  •  
  •  
  •  
  •  

ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଗତ ବର୍ଷ ଦଶମ ଓ ଦ୍ଵାଦଶ ପରୀକ୍ଷା ହୋଇ ପାରିନଥିଲା।ବିନା ପରୀକ୍ଷା ରେ ବିକଳ୍ପ ପଦ୍ଧତି ରେ ମୂଲ୍ୟାୟନ କରାଯାଇ ଫଳାଫଳ ପ୍ରକାଶ ପାଇଥିଲା।ତେବେ ଦୀର୍ଘ ଦେଢ଼ ବର୍ଷ ପରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିଥିଲେ ମଧ୍ୟ ପୁଣି ସଂକ୍ରମଣ ବଢିବାରୁ ରାଜ୍ୟ ସରକାର ସମସ୍ତ ସ୍କୁଲ୍ ଓ କଲେଜ କୁ ବନ୍ଦ କରିଦେଇଛନ୍ତି।ଏବେ ଅନଲାଇନ୍ ରେ ପାଠ ପଢା ଚାଲିଛି।ସଂକ୍ରମଣ ହ୍ରାସ ପାଉ ଥିବାରୁ ଚଳିତ ବର୍ଷ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ ବୋଲି ଆଶା କରାଯାଉଛି। ସେଥି ପାଇଁ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ରୀୟା ଆରମ୍ଭ କରିଦେଇଛି।ଏହି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ। ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଠିକ୍ ସମୟରେ କରିବାକୁ ଗଣ ଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି।ମୁମ୍ବାଇ ରେ ସ୍କୁଲ ଖୋଲିଥିବା ବେଳେ ଆଗକୁ ଓଡ଼ିଶା ରେ ସ୍କୁଲ୍ ଖୋଲିବା ସମ୍ଭାବନା ଦେଖାଦେଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020