headlineodisha
Saturday, July 5, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଯୋଗୀ ଙ୍କ ହାତ ଛାଡିଲେ ତିନି ଜଣ ମନ୍ତ୍ରୀ

by Headline Odisha
in ରାଜନୀତି
0
ଯୋଗୀ ଙ୍କ ହାତ ଛାଡିଲେ ତିନି ଜଣ ମନ୍ତ୍ରୀ
Share
  •  
  •  
  •  
  •  

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।ହେଲେ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି।ତିନି ଦିନ ରେ ତିନି ଜଣ ମନ୍ତ୍ରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।ଏହି ସବୁ ମନ୍ତ୍ରୀ ବିଜେପି ଛାଡି ସମାଜବାଦୀ ପାର୍ଟି ରେ ଯୋଗ ଦେଇଛନ୍ତି।ପ୍ରଥମେ ଉତ୍ତର ପ୍ରଦେଶ ସରକାର ର ଶ୍ରମ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୋର୍ୟ ମନ୍ତ୍ରୀମଣ୍ଡଳ ରୁ ଇସ୍ତଫା ଦେବା ସହ ଏସପି ରେ ଯୋଗ ଦେଇଥିଲେ।ଏହା ପରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଦାରା ସିଂ ଚହୁଆନ ମନ୍ତ୍ରୀ ମଣ୍ଡଳ ରୁ ଇସ୍ତଫା ଦେଇଛନ୍ତି।ତାଙ୍କ ପରେ ଆଉ ଜଣେ ମନ୍ତ୍ରୀ ଧର୍ମ ସିଂ ସାଇନି ଇସ୍ତଫା ଦେଇଛନ୍ତି।ଏହି ସବୁ ମନ୍ତ୍ରୀ ସମାଜ ବା ଦି ପାର୍ଟି ମୁହାଁ ହୋଇଛନ୍ତି।ଏମାନଙ୍କ ସହ ୬ଜଣ ବିଧାୟକ ବିଜେପି ଛାଡ଼ି ଏସପି ରେ ଯୋଗ ଦେଇଛନ୍ତି।ଏବେ ଠାରୁ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହେବା ରେ ଲାଗିଲାନି।ଏହି ସମସ୍ତ ନେତା ପଛୁଆ ବର୍ଗ ରୁ ପ୍ରତିନିଧିତ୍ଵ କରୁଥିବାରୁ ବିଜେପି ପାଇଁ ଅଡ଼ୁଆ ବଢ଼ିଛି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020