headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଏଥର ଅପରାଜିତା…

by Headline Odisha
in ରାଜନୀତି
0
ଏଥର ଅପରାଜିତା…
Share
  •  
  •  
  •  
  •  

ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ବିସ୍ତାର କରାଯାଇଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯାହାକି ରାଜ୍ୟ ବିଜେପି ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛି । ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ରେ ସ୍ଥାନ ପାଇ ନଥିବା ଅପରାଜିତାଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଏପରିକି ଓଡିଶା ବିଜେପିରେ ମଧ୍ୟ ଅପରାଜିତାଙ୍କୁ ନୂଆ ନିଯୁକ୍ତି ଅନେକ ଗୁରୁତ୍ତ୍ୱ ରଖେ । ଆଗାମୀ ସମୟରେ ରାଜ୍ୟ ବିଜେପି ର ବଡ ଚେହେରା ହୋଇପାରନ୍ତି ମ୍ୟାଡ଼ାମ ଅପରାଜିତା । ନିର୍ଦ୍ଧିଷ୍ଟ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ କୋଟେରୀ ଦ୍ୱାରା ପରିଚାଳିତ ରାଜ୍ୟ ବିଜେପି ଏବେ ଦିଶାହୀନ ହୋଇ ପଡିଛି । ତେଣୁ ଆଗକୁ ଓଡ଼ିଶାରେ ବିଜେପିର ସ୍ଥିତି ସୁଧାରିବାକୁ ହୁଏତ ଦଳୀୟ ହାଇକମାଣ୍ଡ ଚିନ୍ତା କରୁଥିବା ଜଣାଯାଏ ।

ଏଣୁ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରତ୍ୟାଖ୍ୟାତ ନେତାଙ୍କ ଅପେକ୍ଷା ଆଜି ଦିନରେ ଓଡିଶା ବିଜେପି ପାଇଁ ଅଧିକ ଗ୍ରହଣୀୟ ଅପରାଜିତା ଷଡ଼ଙ୍ଗୀ ହୋଇପାରିବେ ବୋଲି ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ ଆସନରୁ ଜିତିଥିବା ଅପରାଜିତା ଙ୍କ ସାଙ୍ଗଠନିକ ଦକ୍ଷତା ଓ ସ୍ୱଚ୍ଛ ଚେହେରା ହିଁ ରାଜ୍ୟ ବିଜେପି କୁ ପୁର୍ନଜୀବିତ କରିପାରେ । ଏହି ବିଚାର ରଖି ଅପରାଜିତାଙ୍କୁ ଏବେ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ଏପରିକି ରାଜ୍ୟ ବିଜେପିର ବରିଷ୍ଠକର୍ମୀ ଓ ନେତା ମଧ୍ୟ ଅପରାଜିତାଙ୍କ ନେତୃତ୍ୱକୁ ସ୍ୱୀକାର କରିବା ଆରମ୍ଭ କରିଲେଣି । ରାଜନୈତିକ ବିଶେଷଜ୍ଞ ମାନେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଙ୍କ ଅପେକ୍ଷା ଅପରାଜିତା ହିଁ ବିଜେପି ର ନେତୃତ୍ୱ ନେବାପାଇଁ ସର୍ବାଧିକ ଯୋଗ୍ୟ ବୋଲି କହିବା ଆରମ୍ଭ କଲେଣି । ତେଣୁ ସାଂସଦ ଅପରାଜିତାଙ୍କ ପାଖରେ ଏବେ ବଡ ଆହ୍ୱାନ , କିଭଳି ଭାବେ ସେ ଏହି ନୂଆ ଦାୟିତ୍ୱ କୁ ସମ୍ଭାଳିବା ସହ ଦଳରେ ସାଂଗଠନିକ ସ୍ଥିରତା ରକ୍ଷାକରିବେ ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020