headlineodisha
Friday, July 4, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ରାଜ୍ୟ ବିଜେପି କୋର କମିଟି ରୁ ବାଦ ପଡିଲେ ଅପରାଜିତା

by Headline Odisha
in ରାଜନୀତି
0
ରାଜ୍ୟ ବିଜେପି କୋର କମିଟି ରୁ ବାଦ ପଡିଲେ ଅପରାଜିତା
Share
  •  
  •  
  •  
  •  

ଘୋଷଣା ହୋଇଛି ରାଜ୍ୟ ବିଜେପିର କୋର କମିଟି।ଏହି କମିଟିରେ ୧୫ଜଣଙ୍କୁ ସ୍ଥାନ ଦିଆଯାଇଛି।,୩ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ବିଜେପି ର ବରିଷ୍ଠ ନେତା ଙ୍କୁ ଏହି କମିଟି ରେ ସ୍ଥାନ ଦିଆଯାଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଅନୁ ମୋଦନ କ୍ରମେ ଏହି କମିଟି ଘୋଷଣା ହୋଇଛି। ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଏହି କମିଟି ରେ ସ୍ଥାନ ଦିଆଯାଇନାହିଁ।ଅପରାଜିତା ଙ୍କୁ ସ୍ଥାନ ନମିଳିବା ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି।ଅପରାଜିତା ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ନିଜର ସଂଗଠନ କରୁଛନ୍ତି।ଦଳୀୟ ଶୃଙ୍ଖଳା ବାହାରେ ସେ କାର୍ଯ କରୁଥିବା ତାଙ୍କ ନାମରେ ଅଭିଯୋଗ ଆସିଥିବା ଦଳୀୟ ମହଲ ରେ ଚର୍ଚା ହେଉଛି।ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଜେପି ନେତା ତାଙ୍କ ଉପରେ ଖୁସି ନଥିବା ଚର୍ଚ୍ଚା ହେଉଛି।ସେଥିପାଇଁ ତାଙ୍କୁ ଏହି ଟିମ ରୁ ବାଦ ଦିଆଯାଇଛି।କେବଳ ଅପରାଜିତା ନୁହନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କୁ ବି ଏହି ଟିମ ରୁ ବାଦ ଦିଆଯାଇଛି।ଏହି ଟିମ୍ ର ବହୁଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ନିଷ୍ପତି ନେବାର କ୍ଷମତା ରହିଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020