headlineodisha
Friday, July 4, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

କିଏ ହେବ ବିରୋଧୀ ଦଳ ନେତା

by Headline Odisha
in ରାଜନୀତି
0
କିଏ ହେବ ବିରୋଧୀ ଦଳ ନେତା
Share
  •  
  •  
  •  
  •  

ବିରୋଧି ଦଳ ନେତା ପଦ ପାଇଁ ବିଜେପି ବିଧାୟକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।ଦୌଡ଼ରେ ଅଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରୟଣ ମିଶ୍ର,ମୁଖ୍ୟ ସଚେତକ ମୋହନ ମାଝି,ବିଜେପି ବିଧାୟକ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀ।ଦୌଡ଼ରେ ଆଗରେ ଅଛନ୍ତି ଜୟନାରାୟଣ ମିଶ୍ର।ପୂର୍ବରୁ ବିରୋଧୀ ଦଳ ନେତା ହେବା ପାଇଁ ଜୟନାରାୟଣ ଉଦ୍ୟମ କରିଥିଲେ।ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଥିବାରୁ ଏବେ ବିରୋଧୀ ଦଳ ନେତା ହେବା ନେଇ ବିଧାୟକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।ଜୟନାରାୟଣ ଙ୍କ ସପକ୍ଷରେ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ,ସାଂସଦ ଅପରାଜିତା ଷଡ଼ଙ୍ଗୀ,ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କ ସହ ପଶ୍ଚିମ ଓଡ଼ିଶାର କିଛି ବିଧାୟକ ଙ୍କ ସମର୍ଥନ ରହିଛି।ମୋହନ ମାଝି ଙ୍କ ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଙ୍କ ସମର୍ଥନ ରହିଛି।ଉଭୟ ଜୟନାରାୟଣ ମିଶ୍ର ଏବଂ ମୋହନ ମାଝି ଦିଲ୍ଲୀରେ ଡେରା ପକାଇଛନ୍ତି।ଉଭୟଙ୍କ ଗଣ୍ଡଗୋଳ ରୁ ଫାଇଦା ନେବାକୁ ବସିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀ।ତାଙ୍କ ସମର୍ଥନରେ କିଛି ଉପକୂଳ ବିଧାୟକ ବାହାରୁଥିବା ଚର୍ଚ୍ଚା ହେଉଛି।ରାଜ୍ୟ ବିଜେପି ଭିତରେ କିଏ ହେବ ବିରୋଧୀ ଦଳ ନେତା ତାହା ସ୍ଥିର ହୋଇପାରିଲା ନାହିଁ।ଶେଷରେ କେନ୍ଦ୍ରୀୟ ନେତୃତ୍ୱ ଏଥିପାଇଁ ହସ୍ତକ୍ଷେପ କରିବାକୁ ପଡିଛି।ଦୁଇ ନେତା ଦିଲ୍ଲୀରେ ନିଜ ଦମ୍ ଲଗାଇ ଦେଇଛନ୍ତି। ବରିଷଠ ତା ଦୃଷ୍ଟିରୁ ଜୟନାରାୟଣ ଙ୍କ ପଲ୍ଲା ଭାରି ରହିଛି। ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ନୂଆ ବିଧାୟକ ଦଳ ନେତା ଙ୍କ ନାମ ଘୋଷଣା କରିପାରନ୍ତି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020