headlineodisha
Saturday, July 5, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଫେବୃଆରୀ ରେ ହେବ ପଞ୍ଚାୟତ ନିର୍ବାଚନ ଘୋଷଣା କଲେ ନିର୍ବାଚନ କମିଶନ

by Headline Odisha
in ରାଜନୀତି
0
ପୌର ନିର୍ବାଚନ ପାଇଁ ବାଟ ଫିଟିଲା
Share
  •  
  •  
  •  
  •  

ପ୍ରତୀକ୍ଷା ର ଅନ୍ତ ଘଟିଛି ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍। ଫେବୃଆରୀ ମାସରେ ୫ଟି ପର୍ଯ୍ୟାୟ ରେ ହେବ ନିର୍ବାଚନ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ଫେବୃଆରୀ ୧୬,୧୮,୨୦,୨୨, ଓ ୨୪ ତାରିଖରେ ହେବ ମତଦାନ। ଫେବୃଆରୀ ୨୬,୨୭,ଓ ୨୮ତାରିଖ ଭୋଟ ଗଣତି କରାଯିବ।ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।ସକାଳ ୭ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତ ଦାନ ହେବ।ବ୍ଲକ୍ ସ୍ତରରେ ଭୋଟ ଗଣତି କରାଯିବ।ଜାନୁଆରୀ ୧୭ରୁ୨୧ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ର ସମୟ ରହିଛି।୨୨ଜାନୁଆରୀ ପ୍ରାର୍ଥୀ ପତ୍ର ଯାଞ୍ଚ୍ କରାଯିବ।ଜାନୁଆରୀ ୨୫ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। କୋଭିଡ କଟକଣା ରେ ନିର୍ବାଚନ ହେଉଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏଥିପାଇଁ ଗାଇଡିଲାଇନି ଜାରି କରିଛନ୍ତି।ସଭା,ସମିତି,ଶୋଭାଯାତ୍ରା କୁ ବାରଣ କରାଯାଇଛି।ସାଇକେଲ ,ମଟର ସାଇକେଲ ରାଲି ହୋଇପାରିବ ନାହିଁ।ପ୍ରାର୍ଥୀ ଙ୍କ ସହ ୫ଜଣ ଡୋର୍ ଟୁ ଡୋର୍ ବୁଲି ପ୍ରଚାର କରିବେ। ମୋବାଇଲ ଏବଂ ଭର୍ଚୁଆଲ ମୋଡ଼ ରେ ପ୍ରଚାର କରିବେ ପ୍ରାର୍ଥୀ ।ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା କରି ପାରିବେ ନାହିଁ।ଯଦି କୌଣସି ରାଜନୀତିକ ଦଳ କିମ୍ବା ପ୍ରାର୍ଥୀ ଏହି ନିୟମ କୁ ପାଳନ ନ କରନ୍ତି ତାଙ୍କ ବିରୋଧରେ ଆଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020