headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଶିକ୍ଷା ଓ ସ୍ୱାସ୍ଥ୍ୟ

ଆରମ୍ଭ ହେଲା ତୃତୀୟ ଡୋଜ୍ ଟୀକାକରଣ

by Headline Odisha
in ଶିକ୍ଷା ଓ ସ୍ୱାସ୍ଥ୍ୟ
0
ଆରମ୍ଭ ହେଲା ତୃତୀୟ ଡୋଜ୍ ଟୀକାକରଣ
Share
  •  
  •  
  •  
  •  

ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ।ଏଥିରେ ଦୁଇଟି ଡୋଜ୍ ଟିକା ନେଇସାରିଥିବା ଲୋକଙ୍କୁ ତୃତୀୟ ଡୋଜ୍ ଦିଆଯାଇଛି।ଏହାକୁ ବୁଷ୍ଟର ଡୋଜ୍ କୁହାଯାଉଛି।ଏହି ପର୍ଯ୍ୟାୟ ରେ ସ୍ୱାସ୍ଥ୍ୟ କର୍ମୀ,ସମ୍ମୁଖ ଯୋଦ୍ଧା,ଓ ବହୁ ରୋଗରେ ପୀଡିତ ଥିବା ୬୦ବର୍ଷରୁ ଅଧିକ ଲୋକ ଙ୍କୁ ତୃତୀୟ ଡୋ ଜ୍ ବା ବୁଷ୍ଟର୍ ଡୋଜ ଦିଆଯାଇଛି।ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ୩୦୦ ସେସନ୍ ସାଇ ଟ୍ ଖୋଲାଯାଇଛି।ରାଜ୍ୟରେ ୧୪ ଲକ୍ଷ୍ୟ ସ୍ୱାସ୍ଥ୍ୟ କର୍ମୀ,ସମ୍ମୁଖ ଯୋଦ୍ଧା,୬୦ବର୍ଷ ରୁ ଅଧିକ ବୟସ୍କ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି।ଏହା ଠାରୁ କମ୍ ଲୋକ ଦ୍ଵିତୀୟ ଡୋଜ ନେଇଛନ୍ତି।ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତି ଙ୍କୁ ତୃତୀୟ ଡୋ ଜ ଦିଆଯାଉଛି।ରାଜ୍ୟରେ ଏବେ ବି ୪୦ ଲକ୍ଷ୍ୟ ଲୋକ ଦ୍ଵିତୀୟ ଡୋଜ ଟିକା ନେଇ ନାହାନ୍ତି।ଅଗ୍ରାଧିକାର ଭିତ୍ତିରେ ତୃତୀୟ ଡୋଜ ଦିଆଯାଉଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020