headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଭଲ ଖବର

ଫେବୃଆରୀ ୧ରୁ ଆରମ୍ଭ ହେବ ଜଗା ଦର୍ଶନ

by Headline Odisha
in ଭଲ ଖବର
0
ଫେବୃଆରୀ ୧ରୁ ଆରମ୍ଭ ହେବ ଜଗା ଦର୍ଶନ
Share
  •  
  •  
  •  
  •  

୨୩ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି।ଆସନ୍ତା ଫେବୃଆରୀ ୧ରୁ ଭକ୍ତ ଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର।ପୁଣି ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ।ବଡ଼ ଦେଉଳରେ ହେବ ଭକ୍ତ ଭଗବାନ ଙ୍କ ମହା ମିଳନ । କରୋନା ପାଇଁ କିଛି ଦିନ ହେବ ଶ୍ରୀମନ୍ଦିର ବନ୍ଦ ରହିଥିଲା।ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଲାଗୁ ମାର୍ଗଦର୍ଶିକା ଉପରେ ଆଲୋଚନା ନେଇ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନଷ୍ପତ୍ତି ନିଆଯାଇଛି।ଏହି ବୈଠକ ରେ ସାମ୍ପ୍ରତିକ କୋଭିଡ ସ୍ଥିତି ଏବଂ ଭକ୍ତ ଙ୍କ ପାଇଁ ମନ୍ଦିର ଖୋଲିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଯେହେତୁ ସଂକ୍ରମଣ ହ୍ରାସ ପାଉଛି ତେଣୁ ଆସନ୍ତା ଫେବୃଆରି ପହିଲାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ସମସ୍ତେ ସହମତି ପ୍ରକାଶ କରିଥିଲେ।ଦର୍ଶନ ପାଇଁ ଡବଲ ଡୋ ଜ ଟିକା ଉପରେ ଗୁରୁତ୍ବ ଦିଆଯାଇଛି।ପୁରୀ ବାସିନ୍ଦା ପୂର୍ବ ପରି ପଶ୍ଚିମ ଦ୍ଵାର ଦେଇ ମନ୍ଦିର କୁ ପ୍ରବେଶ କରିବେ।ଅନ୍ୟ ଭକ୍ତ ମାନେ ସିଂହ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।ପୂର୍ବ ପରି ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବାକୁ ନିଷ୍ପତି ହୋଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020