headlineodisha
Friday, July 4, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ପ୍ରକାଶ ପାଇଲା ପଞ୍ଚାୟତ ଫଳାଫଳ

by Headline Odisha
in ରାଜନୀତି
0
ପ୍ରକାଶ ପାଇଲା ପଞ୍ଚାୟତ ଫଳାଫଳ
Share
  •  
  •  
  •  
  •  

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଶେଷ ହୋଇଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ ଙ୍କ ପକ୍ଷରୁ ପ୍ରକାଶ ପାଇଛି ଫଳାଫଳ।ମୋଟ ୮୫୧ଟି ଜିଲ୍ଲା ପରିଷଦ ଆସନ ରୁ ବିଜେଡ଼ି ୭୬୬ଟି ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୪୨ଟିରେ ବିଜୟୀ ହୋଇଛି।କଂଗ୍ରେସ୍ ମାତ୍ର ୩୭ଟି ଆସନ ରେ ବିଜୟୀ ହୋଇଛି।ବିଜେପି ୨୦୧୭ର ପଞ୍ଚାୟତ ନିର୍ବାଚନ ର ଫଳାଫଳ ଠାରୁ ବହୁତ୍ ଖରାପ୍ ପ୍ରଦର୍ଶନ କରିଛି।ଏକ ତରଫା ଭାବେ ବିଜେଡ଼ି ବାଜିମାତ କରିଛି। ଯେଉଁ ଜିଲ୍ଲା ରେ ବିଜେପି ଶକ୍ତିଶାଳୀ ଥିଲା ସେସବୁ ଜିଲ୍ଲା ରେ ବି ଫେଲ ମାରିଚି।ଏଭଳି ଫଳାଫଳକୁ ନେଇ ବିଜେଡ଼ି ଖୁସି ବ୍ୟକ୍ତ କରିଥିବା ବେଳେ ବିଜେପି ଚୁପ୍ ରହିଛି।କଂଗ୍ରେସ୍ କିଛି ସ୍ଥାନ ରେ ନିଜ ଗଡ଼ ବଞ୍ଚାଇବାକୁ ସକ୍ଷମ ହୋଇଛି।ଆଗକୁ ପୌର ନିର୍ବାଚନ।ଏବେଠାରୁ ବିଜେଡ଼ି ତାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେପି ଏବଂ କଂଗ୍ରେସ ଚୁପ୍ ବସିଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020