headlineodisha
Friday, May 9, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ମୋ ଓଡିଶା

ସବୁ ଦୋଷ ମାନିଲା ଶର୍ମିଷ୍ଠା

by Headline Odisha
in ମୋ ଓଡିଶା
0
ସବୁ ଦୋଷ ମାନିଲା ଶର୍ମିଷ୍ଠା
Share
  •  
  •  
  •  
  •  

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସବୁ ସତ ମାନିଛି।କେମିତି ମାନସ କୁ ଅପହରଣ କରାଗଲା।କେମିତି ହତ୍ୟା କରାଗଲା।ଓ କେମିତି ହତ୍ୟା ପରେ ପ୍ରମାଣ ନଷ୍ଟ କରିଥିଲେ ସବୁ ବିଷୟରେ କ୍ରାଇମ୍ ବ୍ରାଞ୍ଚ ଆଗରେ ସତ୍ କହିଛନ୍ତି ଶର୍ମିଷ୍ଠା।ନିଜର ଦୋଷ ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ।ଅପହରଣ କରାଯାଇଥିବା ସ୍ଥଳ ଚାନ୍ଦବାଲି ପଳାଶ ପୁର ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ସ୍ଥଳ ଦୟାଲ ଆଶ୍ରମ ଓ ମୃତ ଦେହ ପୋତା ଯାଇଥିବା ନୟାଗଡ଼ ରଣପୁର ୪ ଶହ କିଲୋମିଟର ବୁଲି କ୍ରାଇମବ୍ରାଞ୍ଚ୍ କ୍ରାଇମ୍ ସିନ୍ ର ରିକ୍ରିୟେସନ୍ କରିଛି।ଦୟାଲ ଆଶ୍ରମ ରେ ପହଞ୍ଚିବା ପରେ ଶର୍ମିଷ୍ଠା କାନ୍ଦି ଥିଲେ।ଅପହରଣ ଠାରୁ ମୃତ ଦେହ ପୋତା ପର୍ଯ୍ୟନ୍ତ କେମିତି ଅଭିଯୁକ୍ତ ମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ତାହା ତଦନ୍ତ କାରୀ ଟିମ୍ ଜାଣିବାକୁ ପାଇଛି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020