headlineodisha
Monday, June 2, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ପୌର ନିର୍ବାଚନ ରେ ବିଜେଡ଼ି ର ବାଜିମାତ

by Headline Odisha
in ରାଜନୀତି
0
ପୌର ନିର୍ବାଚନ ରେ ବିଜେଡ଼ି ର ବାଜିମାତ
Share
  •  
  •  
  •  
  •  

ଶେଷ ହୋଇଛି ପୌର ନିର୍ବାଚନ ଫଳାଫଳ ବି ଘୋଷଣା ସରିଛି।ବିଜେଡ଼ି ପଞ୍ଚାୟତ ପରି ପୌର ରେ ବି ବାଜିମାତ କରିଛି।ତିନୋଟି ମହାନଗର ନିଗମ କଟକ,ଭୁବନେଶ୍ୱର ଏବଂ ବ୍ରହ୍ମପୁର ରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।ସହରାଞ୍ଚଳ ର ଭୋଟର୍ ବିଜେଡ଼ି କୁ ପ୍ରଥମ ପସନ୍ଦ କରିଛନ୍ତି।ନିର୍ବାଚନ ଫଳାଫଳ ଅନୁଯାୟୀ କାଉନସିଲର ମାନଙ୍କୁ ମିଳିଥିବା ଭୋଟ ରେ ବିଜେଡ଼ି ୫୦ପ୍ରତିଶତ ଭୋଟ ପାଇ ଥିବା ବେଳେ ବିଜେପି କୁ ମିଳିଛି ୨୭ପ୍ରତିଶତ କଂଗ୍ରେସ୍ କୁ ମିଳିଛି ୧୨ପ୍ରତିଶତ ସ୍ବାଧିନ ଙ୍କୁ ମିଳିଛି ୯ପ୍ରତିଶତ।ଅଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି କୁ ମିଳିଛି ୪୮ପ୍ରତିଶତ,ବିଜେପି କୁ ମିଳିଛି ୨୯ପ୍ରତିଶତ,କଂଗ୍ରେସ୍ କୁ ମିଳିଛି ୧୨ପ୍ରତିଶତ,ସ୍ବାଧିନ ଙ୍କୁ ମିଳିଛି ୯ପ୍ରତିଶତ।ପୌରଧ୍ୟକ୍ଷ ତୁଳନାରେ କାଉନସିଲର ଭୋଟ ରେ ବିଜେଡ଼ି କୁ ୨ପ୍ରତିଶତ ଅଧିକ ଭୋଟ ମିଳିଛି।ମହାନଗର ନିଗମ କର୍ପୋରେଟର ନିର୍ବାଚନ ରେ ବିଜେଡ଼ି ୪୬ପ୍ରତିଶତ ଭୋଟ ପାଇ ଥିବା ବେଳେ,ବିଜେପି କୁ ମିଳିଛି ୨୫ପ୍ରତିଶତ,କଂଗ୍ରେସ୍ କୁ ମିଳିଛି ୧୨ପ୍ରତିଶତ ଏବଂ ସ୍ବାଧିନ ଙ୍କୁ ମିଳିଛି ୧୫ପ୍ରତିଶତ।ଗତ ଥର ନିର୍ବାଚନ ତୁଳନାରେ ବିଜେପି ର ଭୋଟ ହାର ବୃଦ୍ଧି ପାଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020