ରାଜ୍ୟରେ ଟୀକାକରଣ କୁ ଏକ ବର୍ଷ ପୁରିଛି।ଜାନୁଆରୀ ୧୬,୨୦୨୧ରେ ଆରମ୍ଭ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମ ରେ ଆଜି ସୁଦ୍ଧା ସଂଖ୍ୟା ୫କୋଟି ୪୩ଲକ୍ଷ ୮ହାଜର ୩୩୪ରେ ପହଞ୍ଚିଛି।ରାଜ୍ୟରେ ପ୍ରଥମ ଡୋଜ ୯୩ପ୍ରତିଶତ ଲୋକ ନେଇଥିବା ବେଳେ ଉଭୟ ଡୋଜ ୯୦ପ୍ରତିଶତ ଲୋକ ନେଇଛନ୍ତି।ଚଳିତ ମାସ ସୁଦ୍ଧା ୯୫ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ।ଅନ୍ୟପଟେ ରାଜ୍ୟରେ ନୂଆ ପୋଜେଟିଭ୍ ସଂଖ୍ୟ ପ୍ରତିଦିନ ୧୦ହାଜର ପାର କରୁଛି।ରାଜ୍ୟରେ ବର୍ତ୍ତମାନ ୭୦ହାଜର ରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଉଛି।ଯେଉଁ ମାନଙ୍କ ର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଟେଷ୍ଟ କରାଯାଉଛି।ଖୋର୍ଦ୍ଦା ଜିଲ୍ଲା ରୁ ସର୍ବାଧିକ ପୋ ଜେଟିଭ ବାହାରିଛନ୍ତି।ସ୍ୱଳ୍ପ ଲକ୍ଷଣ ଥିବା ଲୋକ ଭାୟବିତ୍ ନହେବା ପାଇଁ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଚନ୍ତି।




