headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ବିଶେଷ

ସାଇବର ଠକେଇ ମାସକରେ କୋଟିଏ ଚଳୁ

by Headline Odisha
in ବିଶେଷ
0
ସାଇବର ଠକେଇ ମାସକରେ କୋଟିଏ ଚଳୁ
Share
  •  
  •  
  •  
  •  

ବର୍ଷ ଆରମ୍ଭରୁ ସାଇବର ଠକେଇ ରେ ଭୁବନେଶ୍ୱର ଏକ ରେକର୍ଡ ସୃଷ୍ଟି କରିଛି।ସାଇବର ଠକ ମାନେ ଗତ ଜାନୁଆରୀ ମାସରେ ଖାଲି ରାଜଧାନୀରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଛନ୍ତି।କମିଶନରେଟ୍ ପୋଲିସର ସୂଚନା ମୁତାବକ ଜାନୁଆରୀ ମାସରେ ଭୁବନେଶ୍ୱର ରୁ ୧କୋଟି ୩୧ଲକ୍ଷ ଟଙ୍କା ର ସାଇବର ଠକେଇ ହୋଇଛି।ଗତ ମାସରେ ଭୁବନେଶ୍ୱର ସାଇବର ଥାନା କୁ ମୋଟ ୩୬୦ସାଇବର ଠକେଇ ଅଭିଯୋଗ ଆସିଛି।ସେଥିମଧ୍ୟରୁ ୩୩୧ଟି ଅଭିଯୋଗ ଭୁବନେଶ୍ୱର ଥିବା ଜଣାପଡିଛି।ଠକେଇ ମଧ୍ୟରେ ସର୍ବାଧିକ ୧୯୨ଟି ୟୂପିଆଇ ଜନିତ ଥିବା ବେଳେ କ୍ରେଡିଟ ଓ ଡେ଼ବିଟ କାର୍ଡ ଜନିତ୧୦୨ଟି ଠକେଇ ଅଭିଯୋଗ ହୋଇଛି।ଜାନୁଆରୀ ୨୦୨୧ମସିହାରେ ଭୁବନେଶ୍ୱର ରୁ ପ୍ରାୟ ୫୨ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢେ଼ଇ ଗୁଣା ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ୍।ହାରାହାରି ହିସାବକୁ ନେଲେ ଗତ ମାସରେ ଭୁବନେଶ୍ୱର ରେ ପ୍ରତିଦିନ ୧୦ଜଣଙ୍କ ଠାରୁ ପ୍ରାୟ ୪ଲକ୍ଷ ଟଙ୍କା ଠକେଇ ହେଉଥିବା ଜଣାପଡିଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020