ରାଜ୍ୟରେ ଲଗାତାର ତିନି ଦିନ ହେବ କରେନା ସଂକ୍ରମଣ ନିମ୍ନ ଗାମୀ ରହିଛି।ଏବେ ସଂକ୍ରମିତ ଙ୍କ ଠାରୁ ସୁସ୍ଥ ଙ୍କ ସଂଖ୍ୟା ପ୍ରାୟ ୨୦ପ୍ରତିଶତ ଅଧିକ ରହୁଛି।ହେଲେ ଏଭଳି ସ୍ଥିତି କେତେ ଦିନ ରହିବ ସେ ସମ୍ପର୍କ ରେ ସ୍ୱାସ୍ଥ୍ୟ ବିଭାଗ କିଛି ମତ ରଖି ନାହିଁ।ପ୍ରତିଦିନ ହାରାହାରି ୭୦ହାଜର ନମୁନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ହାର କମ୍ ରହିଛି।ଗତ ତିନି ଦିନ ରେ ୪ପ୍ରତିଶତ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଛି।ଖୋର୍ଦ୍ଦା,କଟକ, ସୁନ୍ଦରଗଡ଼,ଓ ବାଲେଶ୍ଵର ଜିଲ୍ଲା ରେଡ୍ ଜୋନ୍ ରେ ଅଛନ୍ତି।ରାଜ୍ୟ ରେ ଆଜି ସୁଦ୍ଧା ୧୨ଲକ୍ଷ ୪ହଜାରରୁ ଅଧିକ ପଜେ ଟିଭ ଚିହ୍ନଟ ହୋଇଥିଲା ବେଳେ ସେଥିରୁ ୧୧ ଲକ୍ଷ ୨୧ହାଜର ୬୦୮ଜଣ ସୁସ୍ଥ ହୋଇଛନ୍ତି।ତୃତୀୟ ଲହର ରେ କମ୍ ପ୍ରାଣ ହରାଉଛନ୍ତି।ଦେଶ ରେ ବି କମିବାରେ ଲାଗିଛି କରନା ସଂକ୍ରମଣ।




