headlineodisha
Sunday, May 11, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଅର୍ଥନୀତି

ଘୋଷଣା ହେଲା ୫ଟି ରାଜ୍ୟ ର ବିଧାନସଭା ନିର୍ବାଚନ ତାରିଖ

by Headline Odisha
in ଅର୍ଥନୀତି
0
ଘୋଷଣା ହେଲା ୫ଟି ରାଜ୍ୟ ର ବିଧାନସଭା ନିର୍ବାଚନ ତାରିଖ
Share
  •  
  •  
  •  
  •  

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।୭ଟି ପର୍ଯ୍ୟାୟରେ ଏହି ରାଜ୍ୟରେ ହେବ ନିର୍ବାଚନ।ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ ଫଳାଫଳ।ଦେଶରେ କୋରନା ର ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ covid କଟକଣା ରେ ନିର୍ବାଚନ କରିବାକୁ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ ଆୟୋଗ।ଉତ୍ତରପ୍ରଦେଶ, ପଞ୍ଜାବ,ଗୋଆ,ଉତ୍ତରାଖଣ୍ଡ, ଏବଂ ମଣିପୁରରେ ହେବ ବିଧାନସଭା ନିର୍ବାଚନ।ପ୍ରଥମ ପର୍ଯ୍ୟାୟ ନିର୍ବାଚନ କେବଳ ଉତ୍ତରପ୍ରଦେଶ ରେ ଫେବୃଆରୀ ୧୦ରେ ହେବ।ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ୪ଟି ରାଜ୍ୟ ଯଥା ଉତ୍ତରପ୍ରଦେଶ,ଗୋଆ, ପଞ୍ଜାବ, ଓ ଉତ୍ତରାଖଣ୍ଡ ରେ ହେବ।ଏଥିପାଇଁ ଫେବୃଆରୀ ୧୪ରେ ଭୋଟ ଗ୍ରହଣ ହେବ।ଉତ୍ତରପ୍ରଦେଶ ରେ ତୃତୀୟ ପର୍ଯ୍ୟାୟ ମତଦାନ ଫେବୃଆରୀ ୨୦,ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ରେ ହେବ।ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ରେ ମଣିପୁରରେ ଏବଂ ଉତ୍ତପ୍ରଦେଶରେ ହେବ।ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ୩ ଏବଂ ସପ୍ତମ ପର୍ଯ୍ୟାୟ ମାର୍ଚ୍ଚ ୭ରେ ଉତ୍ତରପ୍ରଦେଶ ରେ ମତଦାନ ହେବ।ଏହି ୫ଟି ରାଜ୍ୟର ୬୯୦ଟି ବିଧାନ ସଭା ଆସନରେ ଭୋଟ ଗ୍ରହଣ କରାଯିବ।ପ୍ରଚାର ଏବଂ ରଲି ଉପରେ ରୋକ ଲଗାଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020