headlineodisha
Friday, July 4, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଘରକୁ ଫେରିଲେ କୃଷକ

by Headline Odisha
in ରାଜନୀତି
0
ଘରକୁ ଫେରିଲେ କୃଷକ
Share
  •  
  •  
  •  
  •  

ଶେଷ ହୋଇଛି ଚାଷୀ ଆନ୍ଦୋଳନ।ଦୀର୍ଘ ଏକ ବର୍ଷ ରୁ ଅଧିକ ବର୍ଷ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ଏହି ଘୋଷଣା କରିଛି ସଂଯୁକ୍ତ କିଶନ ମୋର୍ଚ୍ଚା।୪୦ଟି କୃଷକ ସଂଗଠନ କୁ ନେଇ ଗଠିତ ହୋଇଥିବା ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଆନ୍ଦୋଳନ ବନ୍ଧ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛି।ଦିଲ୍ଲୀ ସୀମାରେ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ହେବ ଚାଷୀ ମାନେ ଆନ୍ଦୋଳନ କରୁଥିଲେ।କେନ୍ଦ୍ର ସରକାର ଙ୍କ ତିନି କୃଷି ଆଇନ୍ ପ୍ରତ୍ୟାହାର ଦାବି ସହ ଶସ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଆଇନ୍ ଆଣିବା ଦାବି ନେଇ କୃଷକ ମାନେ ଆନ୍ଦୋଳନ ଜାରି ରଖିଥିଲେ।କେନ୍ଦ୍ର ସରକାର ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ସହ ଅନ୍ୟ ଦାବି ଗୁଡ଼ିକ ପୂରଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ କୃଷକ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛନ୍ତି।ଏହି ଆନ୍ଦୋଳନ ରେ ବିଶେଷ କରି ପଞ୍ଜାବ,ହରିୟଣା,ଉତ୍ତରପ୍ରଦେଶ ର ଚାଷୀ ମାନେ ସାମିଲ୍ ଥିଲେ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020