headlineodisha
Sunday, June 1, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

by Headline Odisha
in ଦେଶ ବିଦେଶ
0
ଗୋଟିଏ ପରିବାରର ୫ ଜଣକୁ ହତ୍ୟା
Share
  •  
  •  
  •  
  •  

ଜମିଜମା ବିବାଦ ରୁ ବଡ଼ ଭାଇ ର ବଂଶ ବୁଡାଇଦେଲା ସାନ ଭାଇ।ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଛି ଏହି ଘଟଣା।ଶିବ ପ୍ରସାଦ ସାହୁ ସୋମବାର ବିଳମ୍ବିତ ରାତିରେ ବଡ଼ ଭାଇ,ଭାଉଜ, ଦୁଇ ପୁତୁରା,ଝିଆରୀ ଙ୍କୁ କଟୁରିରେ ହତ୍ୟା କରିଛି।ଏହି ଗଣ ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି।ସୋମବାର ବିଳମ୍ବିତ ରାତିରେ ସମସ୍ତେ ଶୋଇ ପଡିବା ପରେ ଶିବ ଏଭଳି ଅମାନୁଷିକ କାର୍ଯ୍ୟ କରିଛି।ହତ୍ୟାକାଣ୍ଡ କରିବା ପରେ ଘରେ ତାଲା ପକାଇ ଦେଇଥିଲା ଶିବ।ହତ୍ୟାକାଣ୍ଡ କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲା ଶିବ।ଏହି ଭିଡିଓ ବହୁତ୍ ଭାଇରାଲ୍ ହୋଇଥିଲା।ଏହି ଘଟଣାରେ ସେ ଏକା ହତ୍ୟା କରିଛି ନା ତାହା ସହ ଆଉ କିଏ ସଂପୃକ୍ତ ଅଛନ୍ତି ତାହା ତଦନ୍ତ କରୁଛି ପୋଲିସ।ଏଭଳି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020