headlineodisha
Sunday, June 1, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

by Headline Odisha
in ଦେଶ ବିଦେଶ
0
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ
Share
  •  
  •  
  •  
  •  

ଆର୍ଥିକ ଓ ରାଜନୈତିକ ସଂକଟ ସହ ଖାଦ୍ୟ ସଂକଟ ଶ୍ରୀଲଙ୍କା କୁ ଦେବାଳିଆ କରିଦେଇଛି।ସାଧାରଣ ଜନତା ଆଉ ଖାଇବାକୁ ପାଉନାହାନ୍ତି।ଖାଦ୍ୟ ପଦାର୍ଥ ର ଅଭାବ ଦର ବୃଦ୍ଧି ର କାରଣ ହେଉଛି।ଆଗକୁ ଆହୁରି ଅଧିକ ଖାଦ୍ୟ ସଂକଟ ଦେଖାଯିବ।ଦେଶ ଏହି ସଂକଟ ରୁ ରକ୍ଷା ପାଇବା ର ଲକ୍ଷଣ ଏପର୍ଯ୍ୟନ୍ତ ଦେଖା ଦେଇ ନାହିଁ।ଏଭଳି ସ୍ଥଳେ ସାଧାରଣ ଜନତା ରାଜ ରାସ୍ତାରେ ବିକ୍ଷୋଭ ଜାରି ରଖିଛନ୍ତି। ଛାତ୍ର ଛାତ୍ରୀ,ରାଜନୈତିକ ଦଳ,ସ୍ବେଛାସେବୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।ଡାକ୍ତରଖାନା ରେ ଔଷଧ ର ଅଭାବ ଦେଖାଦେଇଛି।ସେପଟେ ଶ୍ରୀଲଙ୍କା ସରକାର ର ମନ୍ତ୍ରୀ ମାନେ ଇସ୍ତଫା ଦେଇଛନ୍ତି।ଶ୍ରୀଲଙ୍କା ସରକାର ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତି କୁ ଉଠାଇ ନେଇଛନ୍ତି।ଭାରତ ଏହି ବିପଦ ସମୟରେ ଶ୍ରୀଲଙ୍କା କୁ ସାହାଯ୍ୟର ହାତ ବଢ଼ାଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020