headlineodisha
Sunday, July 6, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

ଶୃଙ୍ଖଳା ପୋଛିଲା ଭାରତ

by Headline Odisha
in ଦେଶ ବିଦେଶ
0
ଶୃଙ୍ଖଳା ପୋଛିଲା ଭାରତ
Share
  •  
  •  
  •  
  •  

ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଘରୋଇ ଭାରତ ଦଳ ପୋଛି ନେଇଛି।ଅହମଦାବାଦ ରେ ଖେଳା ଯାଇଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା କୁ ଭାରତ ୩୦ ରେ ବିଜୟୀ ହୋଇଛି।ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚ୍ ରେ ଭାରତ ୯୬ରନ୍ ରେ ୱେଷ୍ଟ ଇଣ୍ଡିଜ କୁ ପରାସ୍ତ କରିଛି।ପୂର୍ବରୁ ଭାରତ ପ୍ରଥମ ଦୁଇ ଦିନିଆ କୁ ଜିତି ଶୃଙ୍ଖଳାକୁ ଆଗୁଆ ହାତେଇ ସାରିଥିଲା।ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍ ଆୟର ଓ ରିସଭ ପନ୍ତ ଙ୍କ ଅର୍ଦ୍ଧଶତକ୍ ବଳରେ ୨୬୫ରନ୍ କରିଥିଲା ଭାରତ।୨୬୬ରନ୍ ର ବିଜୟ ଲକ୍ଷ୍ୟ କୁ ପିଛା କରି ୱେଷ୍ଟ ଇଣ୍ଡିଜ ୩୭.୧ ଓଭର ଖେଳି ୧୬୯ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା।ଦଳ ନିୟମିତ ଭାବେ ୱିକେଟ୍ ପତନ କରିବା ସହ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।ଭାରତ ନୂଆ ଅଧିନାୟକ ରେ ଭଲ ପ୍ରଦର୍ଶନ କରିଛି।ଏକ ମାସ ପୂର୍ବେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ଦିନିକିଆ ଶୃଙ୍ଖଳା ପରାସ୍ତ ହୋଇଥିଲା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020