headlineodisha
Saturday, July 5, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

ବଢିଲା ବିଧାୟକ,ସାଂସଦ ପ୍ରାର୍ଥୀ ଙ୍କ ଖର୍ଚ୍ଚ ସୀମା

by Headline Odisha
in ଦେଶ ବିଦେଶ
0
ବଢିଲା ବିଧାୟକ,ସାଂସଦ ପ୍ରାର୍ଥୀ ଙ୍କ ଖର୍ଚ୍ଚ ସୀମା
Share
  •  
  •  
  •  
  •  

ନିର୍ବାଚନ ଆୟୋଗ ଙ୍କ ସୁପାରିଶ ଆଧାରରେ କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି।ଲୋକସଭା ଆସନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତିମାନେ ସର୍ବାଧିକ ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।ପୂର୍ବରୁ ଏହା ୭୦ଲକ୍ଷ ଟଙ୍କା ଥିଲା।ସେହିଭଳି ବିଧାୟକ ପ୍ରାର୍ଥୀ ମାନେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।ପୂର୍ବରୁ ଏହି ଖର୍ଚ୍ଚ ସୀମା ୨୮ଲକ୍ଷ ଟଙ୍କା ଥିଲା।ନିର୍ବାଚନ ମଣ୍ଡଳୀ ର ଭୋଟର ଙ୍କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ଉତ୍ତରପ୍ରଦେଶ,ଗୋଆ,ଉତ୍ତରାଖଣ୍ଡ,ପଞ୍ଜାବ,ମଣିପୁର ବିଧାନସଭା ନିର୍ବାଚନ ରେ ଏହି ନୂଆ ନିୟମ ଲାଗୁ ହେବ।ଏହି ଅର୍ଥ ରାଶି ବଡ଼ ରାଜ୍ୟ ଗୁଡ଼ିକ ପାଇଁ ଲାଗୁ ହେବ। ଛୋଟ ରାଜ୍ୟ ରେ ଲୋକସଭା ପ୍ରାର୍ଥୀ ଙ୍କ ପାଇଁ ଖର୍ଚ୍ଚ ସୀମା ୭୫ଲକ୍ଷ ରଖାଯାଇଛି।ପୂର୍ବରୁ ଏହା ୫୪ଲକ୍ଷ ଟଙ୍କା ଥିଲା।ସେହିଭଳି ବିଧାୟକ ମାନଙ୍କ ଖର୍ଚ୍ଚ ସୀମା ୨୦ଲକ୍ଷରୁ ୨୮ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020