headlineodisha
Monday, June 2, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଗିରଫ ହେବେ ବିଧାୟକ ପ୍ରଶାନ୍ତ ଜଗଦେବ

by Headline Odisha
in ରାଜନୀତି
0
ଗିରଫ ହେବେ ବିଧାୟକ ପ୍ରଶାନ୍ତ ଜଗଦେବ
Share
  •  
  •  
  •  
  •  

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସବୁ ସୀମା ଟପି ଯାଇଛନ୍ତି।ନିଜେ ଗାଡ଼ି ଚାଲାଇ ଲୋକଙ୍କ ଉପରକୁ ଗାଡ଼ି ମଡାଇ ଦେଇଛନ୍ତି।୨୦ଜଣ ଆହତ ହୋଇଛନ୍ତି।ପୋଲିସ ସାଧାରଣ କର୍ମୀ ବାଦ ପଡି ନାହାନ୍ତି।ପ୍ରସାନ୍ତ ଜଗଦେବ ବିଜେଡ଼ି ରେ ନଥିବା ଦଳ କହିଛି।ପ୍ରଶାନ୍ତ ଙ୍କ ଏଭଳି କାର୍ଯ୍ୟ କୁ ଦଳ ଦୃଢ଼ ଭାବେ ନିନ୍ଦା କରିଛି। ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ଏଭଳି ଗୁଣ୍ଡା ଗର୍ଦି କରି ବିଜେଡ଼ି ରୁ ନିଲମ୍ବିତ ହୋଇଥିଲେ।ତଥାପି ସୁଧୁରିଲେ ନାହିଁ ପ୍ରଶାନ୍ତ।ପ୍ରଶାନ୍ତ ଙ୍କ ଏଭଳି କାର୍ଯ୍ୟ କୁ ସବୁ ଆଡୁ ନିନ୍ଦା କରାଯାଇଛି।ବର୍ତ୍ତମାନ ଚିଲିକା ବିଧାୟକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ସାଧାରଣ ଲୋକ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କୁ ଫଟାଇଦେଇଛନ୍ତି ।ପୋଲିସ ହେପାଜତରେ ବିଧାୟକ ରହିଛନ୍ତି।ସେ ସୁସ୍ଥ ହେବା ପରେ ତାଙ୍କୁ ଜେଲ କୁ ପଠାଯିବ ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020