headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ବିଶେଷ

ବଡ଼ ଦିନ ନୂଆ ବର୍ଷ ପାଇଁ ଲାଗୁ ହେଲା କଟକଣା

by Headline Odisha
in ବିଶେଷ
0
ବଡ଼ ଦିନ ନୂଆ ବର୍ଷ ପାଇଁ ଲାଗୁ ହେଲା କଟକଣା
Share
  •  
  •  
  •  
  •  

ଓମିକ୍ରନ୍ ସଂକ୍ରମଣ ରୋକିବା ପାଇଁ ବଡ଼ ଦିନ ଓ ନୂଆ ବର୍ଷ ଲାଗି ରାଜ୍ୟ ସରକାର ଙ୍କ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି।ଡିସେମ୍ବର ୨୫ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ।ବଡ଼ ଦିନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦେଶ ଦିଆଯାଇଛି।ଏଥିରେ ସର୍ବାଧିକ ୫୦ଜଣ ଙ୍କୁ ଅନୁମତି ଦିଆଯାଇଛି।ଅପରପକ୍ଷେ ଜିରୋ ନାଇଟ ସେଲିବ୍ରେସନ୍ କୁ ସମ୍ପୂର୍ଣ ବାରଣ କରାଯାଇଛି।ହୋଟେଲ୍,କ୍ଳବ୍,ରେଷ୍ଟୁରାଣ୍ଟ ରେ ନୂଆ ବର୍ଷ କୁ ସ୍ବାଗତ କରିବା ପାଇଁ କୌଣସି କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ।ପାର୍କ,କଲ୍ୟାଣ ମଣ୍ଡପ ରେ ବି ଲାଗିଚି କଟକଣା।ବାହାଘର ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ।ରିଶେପ ସନ୍ ଭୋଜି କୁ ବାରଣ କରାଯାଇଛି।ଅନ୍ତିମ ସଂସ୍କାର ସମୟରେ covid ନିୟମ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଶୋଭାଯାତ୍ରା,ନୃତ୍ୟ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ।ଏନେଇ ଜିଲ୍ଲାପାଳ,ପୋଲିସ କମିଶନର ଙ୍କୁ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020