headlineodisha
Tuesday, July 1, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ମୋ ଓଡିଶା

ରାତି ୯ରୁ ସବୁ ସହରାଞ୍ଚଳ ରେ ନାଇଟ କର୍ଫ୍ୟୁ

by Headline Odisha
in ମୋ ଓଡିଶା
0
ରାତି ୯ରୁ ସବୁ ସହରାଞ୍ଚଳ ରେ ନାଇଟ କର୍ଫ୍ୟୁ
Share
  •  
  •  
  •  
  •  

ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ସରକାର ପୁଣି କଟକଣା କୁ କଡ଼ା କଡ଼ି କରିଛନ୍ତି।ସବୁ ସହରାଞ୍ଚଳରେ ଏବେ ରାତି ୧୦ଟା ପରିବର୍ତ୍ତେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ।ସବୁ ଦୋକାନ, ମଲ,ହଲ୍,ସମ୍ମିଳନୀ କକ୍ଷ ରାତି ୯ ଟାରେ ବନ୍ଦ ହେବ।ପିଲା ଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବାରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସ୍କୁଲ୍ ଏବଂ କଲେଜ୍ ବନ୍ଦ ରହିବ।ଜାନୁଆରୀ ୭ରୁ ଫେବୃଆରୀ ୧ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।ସ୍ଵତନ୍ତ୍ର ରିଲିଫ୍ କମିଶନ ଏହି ସୂଚନା ଦେଇଛନ୍ତି।ସରକାରୀ କାର୍ଯ୍ୟାଳୟ ୫୦ପ୍ରତିଶତ କର୍ମଚାରୀ ଙ୍କୁ ନେଇ ଚାଲିବ।ବିବାହ କାର୍ଯ ରେ ୧୦୦ଜଣ ରହିବେ।ଶୁଦ୍ଧି କ୍ରିୟା ରେ ୫୦ଜଣ। ବଣ ଭୋଜି କୁ ସମ୍ପୂର୍ଣ ବାରଣ କରାଯାଇଛି।ସମସ୍ତେ covid ନିୟମ ମାନି ବାକୁ ନିର୍ଦେଶ ରହିଛି।ଏକ ହଜାର ଦର୍ଶକ ରେ ଚାଲିବ ଯାତ୍ରା।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020