headlineodisha
Saturday, July 5, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ପୌର ନିର୍ବାଚନ ପାଇଁ ବାଟ ଫିଟିଲା

by Headline Odisha
in ରାଜନୀତି
0
ପୌର ନିର୍ବାଚନ ପାଇଁ ବାଟ ଫିଟିଲା
Share
  •  
  •  
  •  
  •  

ଦୀର୍ଘଦିନ ର କଳ୍ପନାଜଳ୍ପନା ପରେ ପୌର ନିର୍ବାଚନ ପାଇଁ ସରକାରଙ୍କ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି।ଏନେଇ ନଗର୍ ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ତିନି ମହାନଗର ନିଗମର ଆୟୁକ୍ତ ଙ୍କୁ ପୌର ନିର୍ବାଚନ ପାଇଁ ଚିଠି ଲେଖା ଯାଇଛି।ଅନୁସୂଚିତ ଜାତି, ଜନ ଜାତି ଓ ମହିଳା ବର୍ଗ ଙ୍କ ଲାଗି ଜନସଂଖ୍ୟା ହାରରେ ଆସନ ସଂରକ୍ଷଣ ରଖିବାକୁ। ଚିଠିରେ ଉଲ୍ଲେଖ ରହିଛି।ପଛୁଆ ବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କ ରେ କୌଣସି ସୂଚନା ଦିଆଯାଇନାହିଁ।ପଞ୍ଚାୟତ ଭଳି ପୌର ନିର୍ବାଚନ କ୍ଷେତ୍ରରେ ପଛୁଆ ବର୍ଗ ଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇନପାରେ।୨୦୧୧ଜନଗଣନା ଅନୁଯାୟୀ ୱାର୍ଡ଼ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କରାଯିବ।ଓଡ଼ିଶା ପୌରପାଳିକା ନିୟମ ୧୯୫୦ ଅନୁଯାୟୀ ଜିଲ୍ଲାପାଳ ୱାର୍ଡ଼ ପୁନଃ ଗଠନ ତଥା ସୀମା ନିର୍ଦ୍ଧାରଣ କରିବେ।ସେହି ଅନୁସାରେ ତିନି ମହାନଗର ନିଗମ ସହ ୧୦୭ ପୌରାଞ୍ଚଳ ର ସୀମା ନିର୍ଦ୍ଧାରଣ ହେବ।ସୀମା ନିର୍ଦ୍ଧାରଣ କାର୍ଯ ଆରମ୍ଭ କରିବାକୁ ଚିଠି ରେ ଉଲ୍ଲେଖ ରହିଛି।ଏହି କାର୍ଯ ୧୨ତାରିଖ ସୁଦ୍ଧା ଶେଷ କରାଯିବ।୧୩ତାରିଖରେ କେଉଁ ୱାର୍ଡ଼ ର ସୀମା ପୁନ ନିର୍ଦ୍ଧାରଣ ହେଲା ଓ ସଂରକ୍ଷଣ ରହିଲା ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଅବଗତ କରାଇବେ

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020