headlineodisha
Friday, July 4, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଧନୀ ହେଉଛନ୍ତି ଅଧିକ ଧନୀ

by Headline Odisha
in ରାଜନୀତି
0
ଧନୀ ହେଉଛନ୍ତି ଅଧିକ ଧନୀ
Share
  •  
  •  
  •  
  •  

ଭାରତରେ ଧନୀ ଏବଂ ଗରିବ ଙ୍କ ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି।ବିଶ୍ବରେ ଆୟ ଅସମାନତା ଥିବା କିଛି ହାତଗଣତି ଦେଶ ତାଲିକାରେ ଭାରତ ର ନାମ ରହିଛି।ଶୀର୍ଷ ୧୦ପ୍ରତିଶତ ଧନୀ ଙ୍କ ପାଖରେ ଦେଶର ୫୭ପ୍ରତିଶତ ସମ୍ପତି ଥିବା ବେଳେ ତଳ ଆଡ଼ୁ ଥିବା ୫୦ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୧୩ ପ୍ରତିଶତ ସମ୍ପତି ରହିଛି।ଭାରତର ପ୍ରାପ୍ତବୟସ୍କ ଙ୍କ ହାରା ହାରି ଆୟ ହେଉଛି ୨ଲକ୍ଷ ୪ହାଜର୨୦୦ ଟଙ୍କା।ତଳ ଆଡେ ୫୦ପ୍ରତିଶତ ଲୋକଙ୍କ ହାରାହାରି ଆୟ ହେଉଛି ୫୩,୬୧୦ ଟଙ୍କା।ଶୀର୍ଷ ୧୦ପ୍ରତିଶତ ଧନୀ ଲୋକଙ୍କ ହାରାହାରି ଆୟ ଏହା ଠାରୁ ୨୦ ଗୁଣ ଅଧିକ ଅର୍ଥାତ୍ ୧୧ଲକ୍ଷ ୬୬ହାଜର ୫୨୦ ଟଙ୍କା ରହିଛି। ୱାର୍ଲ୍ଡ ଇନ ଇକ୍ଵାଲିଟି ରିପୋର୍ଟ୍ ୨୦୨୨ରେ ଏହି ତଥ୍ୟ ଜାରି କରାଯାଇଛି।ଭାରତ ରେ ହାରାହାରି ପରିବାର ସମ୍ପତି ୯,୮୩,୦୧୦ ଟଙ୍କା ଆକଳନ କରାଯାଇଛି।ତଳ ସ୍ତରରେ ଥିବା ୫୦ପ୍ରତିଶତ ପରିବାରର ହାରାହାରି ସମ୍ପତି ହେଉଛି ମାତ୍ର ୬୬,୨୮୦ ଟଙ୍କା।ମଧ୍ୟବିତ୍ତ ପରିବାରର ହାରାହାରି ସମ୍ପତି ୭,୨୩,୯୩୦ ଟଙ୍କା ରହିଛି।ଶୀର୍ଷ ସ୍ଥାନରେ ଥିବା ୧୦ପ୍ରତିଶତ ଲୋକଙ୍କ ହାରାହାରି ସମ୍ପତି ୬୩,୫,୦୭୦ ଟଙ୍କା ରହିଛି।ଏହି ରିପୋର୍ଟ୍ ରେ କୁହାଯାଇଛି ବ୍ରିଟିଶ୍ ଶାସନ ସମୟରେ ଭାରତର ଆୟ ଅସମାନତା ଉତ୍କଟ ସ୍ଥିତି ରେ ଥିଲା।ଶୀର୍ଷ ୧୦ପ୍ରତିଶତ ଙ୍କ ପାଖରେ ୫୦ପ୍ରତିଶତ ଆୟ ଥିଲା।ଦେଶ ସ୍ଵାଧୀନତା ହେବା ପରେ ପଞ୍ଚବାର୍ଷିକ ଯୋଜନା ଲାଗୁ କରାଯିବାରୁ ଏହି ହାର ୩୫ରୁ୪୦ପ୍ରତିଶତ ହ୍ରାସ ପାଇଥିଲା।ତେବେ ଉଦାରୀକରଣ ପରେ ଆୟର ବଡ଼ ଧରଣର ଉନ୍ନତି ହୋଇଥିଲା ଏବଂ ସେହି ଅନୁସାରେ ଦେଶର ଆୟ ଅସମାନତା ମଧ୍ୟ ବଢିଥିଲା।ଅର୍ଥନୈତିକ ସଂସ୍କାର ପ୍ରଭାବରେ ଶୀର୍ଷ ୧ପ୍ରତିଶତ ଧନୀ ଲୋକ ଅଧିକ ଲାଭବାନ ହୋଇଛନ୍ତି।ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାନେ ଅପେକ୍ଷାକୃତ ଭାବେ କମ୍ ଉପକୃତ ହୋଇଛନ୍ତି।ଦରିଦ୍ର ଜାରି ରହିଛି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020