headlineodisha
Sunday, July 6, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ

by Headline Odisha
in ଦେଶ ବିଦେଶ
0
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ

A Russian tank T-72B3 fires as troops take part in drills at the Kadamovskiy firing range in the Rostov region in southern Russia, Wednesday, Jan. 12, 2022. Russia has rejected Western complaints about its troop buildup near Ukraine, saying it deploys them wherever it deems necessary on its own territory. (AP Photo)

Share
  •  
  •  
  •  
  •  

ୟୁକ୍ରେନ ଭିତରକୁ ମାଡ଼ି ଚାଲିଛନ୍ତି ରୁଷ ସୈନ୍ୟ ।ଋଷ୍ ସେନା ଙ୍କ ଆକ୍ରମଣ ରେ ୟୁକ୍ରେନ ର ଜଣେ ସୈନ୍ୟ ଙ୍କ ମୃତ୍ୟୁ ହୋଇଛି।୬ଜନ୍ ସୈନ୍ୟ ଆହତ ହୋଇଛନ୍ତି।ୟୁକ୍ରେନ ର ଡୋନବାସ ଅଞ୍ଚଳ ରେ ରୁଷ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ କରାଯାଇଛି।ୟୁକ୍ରେନ ରେ ଥିବା ରୁଷ ର ବାଣିଜ୍ୟ ଦୂତାବାସ ର କାଗଜପତ୍ର କୁ ଦୂତାବାସ କର୍ମଚାରୀ ଜାଳି ଦେଇ ଛନ୍ତି।ଏହାପରେ ୟୁକ୍ରେନ ରେ ନିଜ ଦୂତାବାସ କର୍ମଚାରୀ ଙ୍କୁ ରୁଷ ଫେରାଇବା ଆରମ୍ଭ କରିଛି।ଏଭଳି ସ୍ଥିତି ରେ ରୁଷ ବିରୋଧରେ କଣ ପଦକ୍ଷେପ ଆମେରିକା ନେବ ତାହା ସ୍ଥିର ହୋଇପାରି ନାହିଁ।୨୦୧୪ ରେ ଏହିପରି ରୁଷ ହଠାତ୍ ୟୁକ୍ରେନ ର କ୍ରୀମିଆ ଅଞ୍ଚଳ ଦଖଲକୁ ନେଇଥିଲା।ସେତେବେଳେ ମଧ୍ୟ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ର ରୁଷ ର କିଛି କରିପାରି ନଥିଲା।ନିଜ ଦେଶର ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ ବୋଲି ରୁଷ ର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ କହିଛନ୍ତି।ପୁଟିନ ଙ୍କ ପ୍ରୟାସ କୁ ସିରିୟା ସମର୍ଥନ କରିଛି।୫ଟି ଋଷୀୟ ବ୍ୟାଙ୍କ୍ ବିରୋଧରେ ବ୍ରିଟେନ କଟକଣା ଲଗାଯାଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020