headlineodisha
Tuesday, July 1, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ମୋ ଓଡିଶା

ସୁନିଲ କୁମାର ବଂଶଲ୍ ହେଲେ ନୂଆ ଡିଜିପି

by Headline Odisha
in ମୋ ଓଡିଶା
0
ସୁନିଲ କୁମାର ବଂଶଲ୍ ହେଲେ ନୂଆ ଡିଜିପି
Share
  •  
  •  
  •  
  •  

ବରିଷ୍ଠ ଆଇ.ପି.ଏସ ସୁନୀଲ କୁମାର ବଂଶଲ ହେଲେ ନୂଆ ପୋଲିସ ମହାନିର୍ଦ୍ଦେଶକ।ନୂଆ ବର୍ଷ ରେ ଓଡ଼ିଶା ପାଇବ ନୂଆ ପୋଲିସ ଡିଜି। ଆଇପିଏସ୍ ସୁନିଲ କୁମାର ବଂ ଶଲ୍ ଙ୍କୁ ମୁଖ୍ୟମନ୍ତ୍ରୀ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି।୧୯୮୭ବ୍ୟାଚ ଆଇପିଏସ୍ ଅଫିସର ହେଉଛନ୍ତି ସୁନୀଲ।ସେ ଏବେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।ଓଡ଼ିଶାରେ ସେ ଦୀର୍ଘ ଦିନ ପୋଲିସ ବିଭାଗ ରେ କାର୍ଯ କରିବା ପରେ କେନ୍ଦ୍ରୀୟ ଡେ ପୁଟେସନ୍ ରେ ଯାଇଥିଲେ। ପୋଲିସ ଡିଜି ଅଭୟ ଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷ ହେଉଛି।ଜୁନ୍ ମାସ ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା।କିନ୍ତୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ କୁ ୬ମାସ ବୃଦ୍ଧି କରିଥିଲେ।ଅଭୟ ଙ୍କ ପରେ କିଏ ହେବ ପରବର୍ତ୍ତି ପୋଲିସ ଡିଜି ତାକୁ ନେଇ ଲାଗିରହି ଥିବା ଚର୍ଚ୍ଚା ଶେଷ ହୋଇଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020