headlineodisha
Tuesday, July 1, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ମୋ ଓଡିଶା

ମହାନିଦ୍ରାରେ ଲୋକପ୍ରିୟ ଅଭିନେତା ମିହିର ଦାସ

by Headline Odisha
in ମୋ ଓଡିଶା
0
ମହାନିଦ୍ରାରେ ଲୋକପ୍ରିୟ ଅଭିନେତା ମିହିର ଦାସ
Share
  •  
  •  
  •  
  •  

ଓଲିଉଡର ବର୍ଷୀୟାନ ଅଭିନେତା ମିହିର ଦାସ ଆଉ ନାହାନ୍ତି।ମଙ୍ଗଳବାର ଅପରାହ୍ନ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।୬୩ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।ଓଡ଼ିଆ ସିନେଜଗତ ହରାଇଛି ବହୁମୁଖି ଅଭିନେତା ଙ୍କୁ।ହାସ୍ୟ ଅଭିନୟ ଠାରୁ ଆରମ୍ଭ କରି ନାୟକ,ଖଳନାୟକ,ଅଭିନୟ ସବୁଥିରେ ମାହିର ଥିଲେ ମିହିର।ଚାରି ଦଶନ୍ଧି ଧରି ତାଙ୍କ ବଳିଷ୍ଠ ଅଭିନୟ ପ୍ରତିଟି ଓଡ଼ିଆ ସିନେ ପ୍ରେମୀ ଙ୍କୁ ମୁଗ୍ଧ କରିଛି।ତାଙ୍କ ବିୟୋଗ ସିନେ ପ୍ରେମୀ ଙ୍କୁ ସ୍ତବ୍ଧ କରିଦେଇଛି।ଆଜି କଟକ ସ୍ଥିତ ସ ତୀ ଚଉରା ଶ୍ମଶାନ ରେ ତାଙ୍କ ମର ଶରୀରକୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଛି।୧୯୫୯ ଫେବୃଆରୀ ୧୭ତାରିଖ ରେ ବାରିପଦା ସହର ଭଞ୍ଜପୁର ଗ୍ରାମରେ ମିହିର ଙ୍କ ଜନ୍ମ।ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020