headlineodisha
Friday, July 4, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ଗୋଟିଏ ଜିଲ୍ଲା ରେ ବି ପରିଷଦ ଗଠନ କରିପାରିଲେନି ବିରୋଧୀ

by Headline Odisha
in ରାଜନୀତି
0
ଗୋଟିଏ ଜିଲ୍ଲା ରେ ବି ପରିଷଦ ଗଠନ କରିପାରିଲେନି ବିରୋଧୀ
Share
  •  
  •  
  •  
  •  

ବିରୋଧି ଶୂନ୍ୟ ୩୦ ଜିଲ୍ଲା।ସବୁଠି ବିଜେଡ଼ି।ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ବାଜିମାତ କରିବା ସହ ସମସ୍ତ ଜିଲ୍ଲା ରେ ଜିଲ୍ଲା ପରିଷଦ ଗଠନ କରିଛି।ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇ ଥିବା ଫଳାଫଳ ଅନୁସାରେ ମୋଟ ୮୫୧ଟି ଜିଲ୍ଲା ପରିଷଦ ଆସନ ରୁ ବିଜେଡ଼ି ୭୬୫ଟି ରେ ବିଜୟୀ ହୋଇଥିବା ବେଳେ ବିଜେପି ୪୨ଟିରେ ଏବଂ କଂଗ୍ରେସ୍ ୩୭ଟି ରେ ବିଜୟୀ ହୋଇଛି।ଏପରିକି ଏକାଧିକ ଜିଲ୍ଲା ରେ ବିଜେପି ଏବଂ କଂଗ୍ରେସ ଖାତା ଖୋଲି ପାରି ନାହିଁ।ବିଜେଡ଼ି ଏହି ସବୁ ଜିଲ୍ଲାରେ ସମ୍ପୂର୍ଣ ଆସନ ପୋଛି ନେଇଛି।ବିଜେଡ଼ି ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଠାରୁ ୨୦୨୨ରେ ଭଲ ପ୍ରଦର୍ଶନ କରିଛି।ଆସନ ଏବଂ ଭୋଟ ପ୍ରତିଶତ ବିଜେଡ଼ିର ବୃଦ୍ଧି ପାଇଛି।ଅନ୍ୟପଟେ ବିଜେପି ୨୦୧୭ଫଳାଫଳ ଠାରୁ ବହୁ ତଳକୁ ଖସି ଆସିଛି।ଆସନ ଏବଂ ଭୋଟ ପ୍ରତିଶତ କମିଛି।କଂଗ୍ରେସ୍ ର ବି ସମାନ ସ୍ଥିତି।ଦଳ ତଳକୁ ତଳ ଖସି ଚାଲିଛି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020