headlineodisha
Thursday, April 15, 2021
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଅର୍ଥନୀତି

ପଣ୍ଡା ବାବୁଙ୍କ ପାକିସ୍ତାନ: WHAT AN IDEA SIR

by headlinetoday
in ଅର୍ଥନୀତି
0
ପଣ୍ଡା ବାବୁଙ୍କ ପାକିସ୍ତାନ: WHAT AN IDEA SIR
Share
  •  
  •  
  •  
  •  

ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ବିଜେପି ନେତା ତଥା ପୂର୍ବତନ ସାଂସଦ  ବୈଜୟନ୍ତ ପଣ୍ଡା ଙ୍କୁ ପାକିସ୍ତାନ ଭଳି ଲାଗୁଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଏହି ପାକିସ୍ତାନ ଉପାଖ୍ୟାନ ଏବେ ମହାରାଷ୍ଟ୍ରରୁ ଆରମ୍ଭ  ହୋଇଛି । ପ୍ରଥମେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମହାରାଷ୍ଟ୍ର ପାକିସ୍ତାନ ଭଳି ଲାଗିବା ଆରମ୍ଭ ହେଲା ଓ ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଲେ । ଆଉ ଏବେ ବାବୁ ବୈଜୟନ୍ତଙ୍କୁ ମଧ୍ୟ କଙ୍ଗନାଙ୍କ ରୋଗ ବ୍ୟାପିବା ଭଳି ମନେ ହେଉଛି । ତେଣୁ ସୋସିଆଲ ମିଡ଼ିଆରେ ଲୋକକୁହା କୁହି ହେଉଛନ୍ତି କଙ୍ଗନା ଙ୍କ ଭଳି ବୈଜୟନ୍ତ ମଧ୍ୟ ବେଶୀ ଜ୍ଞାନୀ, ୪ ଥରର ସାଂସଦ ବୋଧେ ନିଜ ଜ୍ଞାନ ଭଣ୍ଡାରରୁ ଆଣି ଏହି ଆଇଡ଼ିଆଟିକୁ ବ୍ୟବହାର କରିଛନ୍ତି ।

ଅନେକ ଲୋକ ବୈଜୟନ୍ତ ଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ରେ ସେ ଥିବା ବେଳେ ଓଡିଶା ଦେବ ଭୂମି ଥିଲା ଓ ବିଜେପି କୁ ଯିବା ପରେ ଓଡିଶା କିପରି ପାକିସ୍ତାନ  ହୋଇଗଲା ? ସେ ସିନା ବିଜେଡି ସାଂସଦରୁ ବିଜେପିରେ ପୂର୍ବତନ ସାଂସଦ ହେଲେ,  କିନ୍ତୁ ଓଡିଶା କିଭଳି ପାକିସ୍ତାନ ହେଲା ତାହା ଓଡ଼ିଆ ଲୋକ ବୁଝିପାରୁନାହାନ୍ତି  । ତାଙ୍କ ପରିବାରର ମାଲିକାନାରେ ଥିବା କମ୍ପାନୀ ର ବିଜୁଳି ଦେୟ ଯଦି ମାଫ୍ କରିଦିଆଯାଇଥାନ୍ତା, ତାଙ୍କ ଜମିଦୁର୍ନୀତିକୁ ଯଦି ଲୁଚାଇ ରଖାଯାଇଥାନ୍ତା, ଗଣଦୁଷ୍କର୍ମରେ ସଂମ୍ପୃକ୍ତ ତାଙ୍କ କର୍ମଚାରୀଙ୍କୁ ପୋଲିସ ଖୋଜିନଥାନ୍ତା, ମହିଳା ସାଂସଦଙ୍କ ନାଁରେ ଖରାପ ଭିଡିଓ ମାମଲାରେ ତାଙ୍କ ପରିବାର ଦ୍ୱାରା ପରିଚାଳିତ ଟିଭି ର ସାମ୍ବାଦିକଙ୍କୁ ପୋଲିସ ପଚରା ଉଚରା କରିନଥାନ୍ତେ ତେବେ ହୁଏତ ଓଡିଶା ପାକିସ୍ତାନ ହୋଇନଥାନ୍ତା ।

ତେବେ ଏହି କାରଣ ଗୁଡିକ ପାଇଁ ବୋଧେ ପୂର୍ବତନ ସାଂସଦ ଏହି ଟ୍ୱିଟ୍ ଟି କରି ସୋସିଆଲମିଡ଼ିଆରେ ଝଡ ସୃଷ୍ଟି କରିବାର ଉଦ୍ୟମ କରିଥାନ୍ତି  ତେବେ ମାନିବାକୁ ପଡିବ ସାରଙ୍କୁ, ” WHAT AN IDEA SIR” ପୂର୍ବରୁ ବୈଜୟନ୍ତ ପଣ୍ଡା ଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ର  ଓଡ଼ିଶାର କଳା  ସଂସ୍କୃତି କୁ ନେଇ ଯାହା କହିଥିଲେ ତାହାକୁ ଓଡିଶା ବାସୀ ଏଯାଏ ଭୁଲି ନାହାନ୍ତି  ତେବେ କଙ୍ଗନା ମାଡାମଙ୍କ ଠାରୁ ଉଧାର ଆଣିଥିବା ଏହି ପାକିସ୍ତାନୀ ଆଇଡ଼ିଆ ମଧ୍ୟ ବୈଜୟନ୍ତଙ୍କୁ ମହଙ୍ଗା ନପଡିବ ତାହା କିଏ କହିବ ?

ଉତ୍ତର ଦେବେକି ଜାଗୀ ?

ଉତ୍ତର ଦେବେକି ଜାଗୀ ?

October 20, 2020
ପଣ୍ଡା ବାବୁଙ୍କ ପାକିସ୍ତାନ: WHAT AN IDEA SIR

ପଣ୍ଡା ବାବୁଙ୍କ ପାକିସ୍ତାନ: WHAT AN IDEA SIR

October 20, 2020
ଲଢେଇ ଆରମ୍ଭ

ଲଢେଇ ଆରମ୍ଭ

October 13, 2020

Recent News

ଉତ୍ତର ଦେବେକି ଜାଗୀ ?

ଉତ୍ତର ଦେବେକି ଜାଗୀ ?

October 20, 2020
ପଣ୍ଡା ବାବୁଙ୍କ ପାକିସ୍ତାନ: WHAT AN IDEA SIR

ପଣ୍ଡା ବାବୁଙ୍କ ପାକିସ୍ତାନ: WHAT AN IDEA SIR

October 20, 2020

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubanesear

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020