headlineodisha
Tuesday, May 13, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଦେଶ ବିଦେଶ

ବଢ଼ିଚାଲିଛି ତେଲ ଦର

by Headline Odisha
in ଦେଶ ବିଦେଶ
0
ବଢ଼ିଚାଲିଛି ତେଲ ଦର
Share
  •  
  •  
  •  
  •  

୫ଟି ରାଜ୍ୟର ଫଳାଫଳ ଘୋଷଣା ପରେ ତୈଳ ଦର ବୃଦ୍ଧି ପାଇଛି।ଲଗାତାର ୧୦ଦିନରେ ୮ଥର ତେଲ ଦର ବୃଦ୍ଧି ପାଇଛି।ପ୍ରତିଦିନ ୮୦ପଇସା ଲେଖାଏଁ ତେଲ ଦର ବଢୁଛି।ଦିଲ୍ଲୀ ରେ ପେଟ୍ରୋଲ ଦର୍ ଲିଟର ପିଛା ୧୦୧ ଟଙ୍କା ୮୧ପଇସା ଥିବା ବେଳେ ଡିଜେଲ୍ ଦର ୯୩ ଟଙ୍କା ୭ପଇସା ରହିଛି।ମୁମ୍ବାଇରେ ପେଟ୍ରୋଲ ଦର ୧୧୬ ଟଙ୍କା ୭୨ପଇସା ଥିବା ବେଳେ ଡିଜେଲ୍ ଦର ରହିଛି ୧୦୦ ଟଙ୍କା ୯୪ପଇସା।ସେହିପରି ଭୁବନେଶ୍ୱର ରେ ପେଟ୍ରୋଲ ଦର ୧୦୮ ଟଙ୍କା ୮୨ପଇସା ଥିବା ବେଳେ ଡିଜେଲ୍ ଦର ରହିଛି ୯୮ ଟଙ୍କା ୫୩ପଇସା ରହିଛି।ବିଶ୍ଵ ବଜାର ରେ ତୈଳ ଦର ହ୍ରାସ ପାଉଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ପାଇଛି।ଯାହାକୁ ନେଇ କଂଗ୍ରେସ୍ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020