headlineodisha
Tuesday, May 13, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ଅନ୍ୟାନ୍ୟ

ଗିରଫ ହେଲେ କୋଟିପତି ପୋଲିସ ବାବୁ

by Headline Odisha
in ଅନ୍ୟାନ୍ୟ
0
ଗିରଫ ହେଲେ କୋଟିପତି ପୋଲିସ ବାବୁ
Share
  •  
  •  
  •  
  •  

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର।୧୦କୋଟି ରୁ ଅଧିକ ଟଙ୍କା ର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।ଭିଜିଲାନ୍ସ ଏକ ଟିମ୍ ଦୁଇ ଦିନ ହେବ ତ୍ରିନାଥ ଙ୍କ ବାସଭବନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଯାଞ୍ଚ୍ କରିଥିଲା।ମୋଟ ୧୧ଟି ସ୍ଥାନରେ ଚଡାଉ ହୋଇଥିଲା।୭କୋଟି ଟଙ୍କା ରୁ ଉର୍ଦ୍ଧ ମୂଲ୍ୟର ତ୍ରିନାଥ ଙ୍କ ର ଘର ରହିଛି।କଟକ ,ଭୁବନେଶ୍ୱର ରେ ଘର ଫ୍ଲାଟ୍ ଅଛି।ଫାର୍ମ ହାଉସ ସହ ୭ଟି ବିଳାସ ପୂର୍ଣ୍ଣ ଗାଡ଼ି ରହିଛି। BMW, ଏବଂ ଦାମି ବାଇକ୍ ରହିଛି।ଏହାର ମୂଲ୍ୟ ଦେଢ କୋଟି ଟଙ୍କା ହେବ।ସେ ପୂର୍ବରୁ ବିଭିନ୍ନ ଥାନାରେ ଆଇଆଇସି ଥିବା ସହ କମିଶନରେଟ୍ ପୋଲିସ ଅଧୀନରେ କାର୍ଯ କରିଛନ୍ତି।କଟକ ଭିଜିଲାନ୍ସ ର ସ୍ଵତନ୍ତ୍ର କୋର୍ଟ ଙ୍କ ନିର୍ଦେଶ କ୍ରମେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍।ଆଜି ତାଙ୍କୁ ଗିରଫ କରାଯାଇଛି।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020