headlineodisha
Sunday, July 6, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ରାଜନୀତି

ପ୍ରଶାନ୍ତ ଭୂଷଣଙ୍କ ଟୁଇଟ ରେ ଧର୍ମେନ୍ଦ୍ର

by Headline Odisha
in ରାଜନୀତି
0
ପ୍ରଶାନ୍ତ ଭୂଷଣଙ୍କ ଟୁଇଟ ରେ ଧର୍ମେନ୍ଦ୍ର
Share
  •  
  •  
  •  
  •  

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଟୁଇଟ କରିଛନ୍ତି । ଯେଉଁ ଟୁଇଟରେ ସେ ଲେଖିଛନ୍ତି, ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଝିଅର ଫୋନ କଲ ଖର୍ଚ୍ଚ ବହନ କରିଛି , ରାଷ୍ଟ୍ରୀୟ ଉଦ୍ୟୋଗ ପେଟ୍ରୋନେଟ ତାହାପୁଣି ମାତ୍ର ୬୮ ହଜାର ଟଙ୍କା ।

କିଭଳି ପେଟ୍ରୋନେଟ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ବହନ କରୁଛି ସେନେଇ ପ୍ରଶାନ୍ତ ଭୂଷଣ ଟୁଇଟ କରିଛନ୍ତି । ଏପରିକି ପେଟ୍ରୋନେଟର ଏମ.ଡି. ଏବଂ ସିଇଓ କିଭଳି ଏଇ ଅର୍ଥକୁ ଅନୁମୋଦନ କଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି , ପେଟ୍ରୋନେଟର ଏମ.ଡି. ଏହାକୁ ଅନୁମୋଦନ ଦେଇଥିବା ବେଳେ ଜି.ଏମ (ଫାଇନାନ୍ସ ) ଏଭଳି ଖର୍ଚ୍ଚକୁ ଅନୁମୋଦନ ଦେବା ସପକ୍ଷରେ ନାହାନ୍ତି । ତେବେ ପ୍ରଶାନ୍ତ ଭୂଷଣ ତାଙ୍କ ଟୁଇଟରେ ଲେଖିଛନ୍ତି , ପେଟ୍ରୋନେଟର ଏମ.ଡି. ମନ୍ତ୍ରୀଙ୍କର ପରିବାର ସଦସ୍ୟଙ୍କର ଖର୍ଚ୍ଚକୁ ଭରଣା କରିବାପାଇଁ କିପରି ଅନୁମତି ଦେଲେ ? ଏବଂ ନ୍ୟାୟାଳୟର  ନିର୍ଦେଶ ସତ୍ୱେ ଏହି ବାବଦରେ ଚିଫ ଭିଜିଲାନ୍ସ କମିସନ କାହିଁକି ତଦନ୍ତ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020