headlineodisha
Monday, October 27, 2025
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headlineodisha
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ
headline odisha
Home ମୋ ଓଡିଶା

ଉତ୍ତର ଦେବେକି ଜାଗୀ ?

by Headline Odisha
in ମୋ ଓଡିଶା, ରାଜନୀତି
0
ଉତ୍ତର ଦେବେକି ଜାଗୀ ?
Share
  •  
  •  
  •  
  •  

ଏଠାରେ ନଜର ପକାନ୍ତୁ ଏହି ଭିଡ଼ିଓ ବାର୍ତ୍ତା ଉପରେ । କେନ୍ଦୁଝରରୁ ଲୋକସଭା ନିର୍ବାଚିତ ହୋଇଥିବା ସର୍ବ କନିଷ୍ଠ ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ନ୍ୟାୟଭିକ୍ଷା ,ତାହା ପୁଣି ଜଣେ ପୂର୍ବତନ ସାଂସଦ ଓ ତାଙ୍କ ପରିବାରର ମାଲିକାନାରେ ଥିବା   OTV  ଠାରୁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ଓ ତାଙ୍କ ଦ୍ୱାରା ପରିଚାଳିତ  OTV ଠାରୁ ଜଣେ ମହିଳା ସାଂସଦ ଯଦି ନ୍ୟାୟ ଭିକ୍ଷା କରୁଛନ୍ତି ତେବେ କଣ ବୁଝାଯିବ ? ଆମର ଗଣତନ୍ତ୍ର ଓ ଗଣମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଆଉ ଅଛି ତ ? OTV ର ଜଣେ ତଥାକଥିତ ସାମ୍ବାଦିକ ଯଦି ଏକ ଅରୁଚିକର ଭିଡିଓ ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରି ଥାଆନ୍ତି ତାହା ପୁଣି ଜଣେ  ଆଦିବାସୀ ମହିଳା ସାଂସଦଙ୍କର ,  ସେ କ୍ଷେତ୍ରରେ ପୂର୍ବତନ ସାଂସଦ ବୈଜୟନ୍ତ ଓ OTV ର ପରିଚାଳନା ନିର୍ଦ୍ଦେଶିକା ଜାଗୀମଙ୍ଗତଙ୍କ ଭୂମିକା କଣ ହେବ ଉଚିତ? ଏଭଳି  କ୍ଷେତ୍ରରେ ଯଦି ଅଭିଯୁକ୍ତ ସାମ୍ବାଦିଙ୍କଙ୍କ ସୁରକ୍ଷା ପାଇଁ ଉଭୟ ଅଣ୍ଟା ଭିଡନ୍ତି ତେବେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଗଣମାଧ୍ୟମ କୁ ଲୋକ କେଉଁ ଭଳି ଦେଖିବେ ?

ସବୁଠାରୁ ବଡ କଥା ହେଲା ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ର ଯେଉଁ ପ୍ରଶ୍ନ ରହିଛି ଯଦି ତାଙ୍କ ସ୍ଥାନରେ ପୂର୍ବତନ ସାଂସଦ ଓ ତାଙ୍କ  ପରିବାରର କେହି ସଦସ୍ୟା ହୋଇଥାନ୍ତେ  ତେବେ ବୈଜୟନ୍ତ, ଜାଗୀମଙ୍ଗତ ଏବଂ OTV  କଣ କରିଥାନ୍ତେ ?

ଯେଉଁ ଗଣମାଧ୍ୟମ ଏହି ଖରାପ ଭିଡ଼ିଓ  ଭାଇରାଲ କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି , ଯଦି ସେମାନଙ୍କ ଝିଅର ଭିଡିଓ ଭାଇରାଲ ହୋଇଥାନ୍ତା ତେବେ ସେମାନେ କଣ ଅଭିଯୁକ୍ତଙ୍କୁ କ୍ଷମା କରିଦେଇଥାନ୍ତେ ?

ସର୍ବୋପରି OTV ର ପରିଚାଳନା ନିର୍ଦ୍ଦେଶିକା ଜଣେ ମହିଳା ହୋଇ ମଧ୍ୟ ତାଙ୍କର ବିବେକ କୁଆଡେ ଗଲା ? 

ଏସବୁ ଶୁଣିବାପରେ ଏବଂ OTV ର ଉଦ୍ଦେଶ୍ୟ ବୁଝିବା ପରେ ଏବେ କେବଳ ଅପେକ୍ଷା କରା ଯାଇଛି ଜାଗୀମଙ୍ଗତ ପଣ୍ଡାଙ୍କ ଉତ୍ତରକୁ  । ସାଂସଦ ଚନ୍ଦ୍ରାଣି ମୁର୍ମୁ ପଚାରିଥିବା ପ୍ରଶ୍ନର ଉତ୍ତର ଜାଗୀମଙ୍ଗତ ପଣ୍ଡା  ଦେଵେତ ? ଆଦିବାସୀ ମହିଳା ସାଂସଦଙ୍କୁ  ନ୍ୟାୟ ମିଳିଵତ ? 

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022
ଜୁନ୍ ରେ ସମବାୟ ନିର୍ବାଚନ

ଜୁନ୍ ରେ ସମବାୟ ନିର୍ବାଚନ

April 5, 2022

Recent News

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

ଗୋଟିଏ ପରିବାରର ୫ ଜଣକୁ ହତ୍ୟା

April 18, 2022
ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

ଶ୍ରୀଲଙ୍କା ରେ ଖାଦ୍ୟ ସଙ୍କଟ

April 7, 2022

Quick Links

  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

Address

Bhubaneswar

Odisha

India

© 2020

No Result
View All Result
  • Home
  • ମୋ ଓଡିଶା
  • ଦେଶ ବିଦେଶ
  • ଅର୍ଥନୀତି
  • ରାଜନୀତି
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ସାହିତ୍ୟ ଓ ସଂସ୍କୃତି
  • ଅନ୍ୟାନ୍ୟ
  • ଭଲ ଖବର
  • ବିଶେଷ
  • ଅଭିମତ

© 2020